ସାହିତ୍ୟ

ସାହିତ୍ୟ

…….ବାପା……

କବିତା… ** କୃଷ୍ଣଚନ୍ଦ୍ର ପଣ୍ଡା“ବାପା” ଶବ୍ଦରେ କି ଯାଦୁ ଅଛି ଯେ…ସବୁ ସମ୍ବୋଧନ,ସମ୍ପର୍କ ଗୁମ୍ ହେଇଯାନ୍ତିନିସ୍ପନ୍ଦ,ଅଥର୍ବ ହୁଅନ୍ତି ଭାବନାର ଗ୍ରନ୍ଥିବାପାଙ୍କୁ ଭାବିଲେ ଦିଶିଯାଏଲୁହ ଝରେଇ ନ ଥିବା

Read More
ସାହିତ୍ୟ

,,,,,,,,,,,,,,ଜ୍ୟୋତ୍ସ୍ନା ,,,,,,,,,

( କବିତା ) ଜ୍ୟୋତ୍ସ୍ନା,,,,,ଆଃ କି ବାସ୍ନା,,,,,,,,,,,ଆକାଶର ଉପାନ୍ତରୁ/ସୀମାହୀନ ଦିଗନ୍ତରୁନାଚିନାଚି ଛୁଇଁଯାଅ ଭୂମାରୁ ଭୂମିକୁଆଶ୍ଳେଷରେ ଭିଡିନିଅ ପ୍ରେମୀଯୁଗଳଙ୍କୁଶଶୀର କନ୍ଦର୍ପଦର୍ପରୁ ଶଶୀକଳା ଠେଲିଖୋଲିଦିଅ ବିରୋଧଭାସରେ ଧସିଥିବା ପ୍ରଗତିର ରାସ୍ତାଭରିଦିଅ

Read More
ସାହିତ୍ୟ

🙏🏻 ମାମୁଁ ଘରୁ ଆସେଅଷ୍ଟମୀ ଭାର🙏🏻

💐ରୀତା ଅପରlଜିତା ମହାନ୍ତି କାର୍ତ୍ତିକ ଚାଲିଗଲା ହସି ହସି.ଡାକିଦେଇଗଲା ମଗୁଶୀରକୁ ।ମଗୁଶୀର ମାସ ମାସରେବିଶିଷ୍ଟ ଏ ମାସରେପଡେ ମାଣବସା ଗୁରୁବାର।ଘରେ ଘରେ ଝୋଟିଚିତାମା ଲକ୍ଷ୍ମୀଙ୍କ ପୂଜନ।ପୁଣି ମାର୍ଗଶୀର

Read More
ସାହିତ୍ୟ


।। ରାବଣ ମାନଙ୍କ ଦ୍ୱାରା ରାବଣ ପୋଡ଼ି ।।

କୃଷ୍ଣଚନ୍ଦ୍ର ପଣ୍ଡା,,,,,,,,,,,,,,, ,,,,,,,,,,,,,,,,, ,,,,,,,,,,,,,** ସମାଜରୂପୀ ଏ ଗଢ଼ିଆ ଭିତରେବହୁ ବୋରାଝାଞ୍ଜି ଦଳପ୍ରତି ବର୍ଗଇଞ୍ଚ ମାଟିକୁ ଫାଡନ୍ତିରାବଣ ମାଳକୁ ମାଳ … !ତ୍ରେତୟା ଯୁଗରୁ ଲଙ୍କାର ରାବଣମଲାଣି

Read More
ସାହିତ୍ୟ

ସୃଜନୀ, ହୀରାକୁଦର “ନୂଆଖାଇ”ଭେଟଘାଟ

ହୀରାକୁଦ : ସୃଜନୀ ହୀରାକୁଦ ତରଫରୁ “ନୂଆଖାଇ ଭେଟଘାଟ – ୨୦୨୩” ସ୍ଥାନୀୟ ହୀରାକୁଦ ଟାଉନ ହଲରେ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମୁଖ୍ୟ

Read More
ସାହିତ୍ୟ

ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ

ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ବୈଠକ ଗୃହ ରେ ଆଜି ପବିତ୍ର ଗୁରୁ ଦିବସ ଅବସର ରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More