ଶିକ୍ଷା

ରାଜଲଷ୍ମୀ ଓଝା ହେଲେ ଗୋପ ବ୍ଲକ ଟପର


ନିମାପଡ଼ା: ଚଳିତ ବର୍ଷ +2 ବିଜ୍ଞାନ ରେ ପୁରୀ ଜିଲ୍ଲାର ଗୋପ ମହାବିଦ୍ଯାଳୟ ରେ ଅଧୟନରତ ଛାତ୍ରୀ ରାଜଲକ୍ଷ୍ମୀ ଓଝା +2 ବିଜ୍ଞାନ ରେ ସର୍ବାଧିକ ୪୮୪ ନମ୍ବର ରଖି କଲେଜ ର ଟପର ହୋଇଥିବାରୁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ଓ ମୋ କଲେଜ ଅଭିଯାନର ସମସ୍ତ ସଦସ୍ୟ ଏବଂ ଗୋପ କଲେଜ ପରିଚାଳନା କମିଟିର ସଭାପତି ପ୍ରକାଶ ଚନ୍ଦ୍ର ଖଟୋଇ ଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ଜ୍ଞାପନ କରିଛନ୍ତି l ରାଜଲକ୍ଷ୍ମୀ ଓଝା ସାଗରୀକା କୋଚିଙ୍ଗ ସେଣ୍ଟର କୁ ସମସ୍ତ ଶ୍ରେୟ ଦେବା ସହିତ ପିତାମାତା ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି l ଏଥିପାଇଁ ତାଙ୍କୁ ଗୋପ ସାମ୍ବାଦିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ର ବାର୍ତ୍ତା ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *